ଓଡିଶାରେ ମାଓବାଦ

ମାଓବାଦୀ ସୁରକ୍ଷାକର୍ମୀ ଗୁଳି ବିନିମୟ Maoist security forces exchange of fire https://pragativadi.com/epaper/epaper_news_clip/1710107030_4703.jpg ମାଓ କ୍ୟାମ୍ପରେ ଦିଆଯାଉଛି ଯୌନ ନିର୍ଯାତନା 7-2-2024 ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାଂପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା । ଉଭୟ ମହିଳା ମାଓବାଦୀ କକଈଘ ଡିଭିଜନ ମହାନଦୀ ଏରିଆ କମିଟିର ସଦସ୍ୟ ଥିଲେ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଛତିଶଗଡ଼ ବିଜାପୁର ଅଞ୍ଚଳର । ୫ ବର୍ଷ ତଳେ ଏମାନେ ମାଓ କ୍ୟାମ୍ପରେ ସାମିଲ୍ ହୋଇଥିଲେ । ଅନ୍ୟପଟେ ଗତ ଦୁଇଦିନ ତଳେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିଲା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କାମ୍ବିରୀକିଆ ଜଙ୍ଗଲରେ କୁମ୍ବିଂ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା । ତାର ନାଁ ହେଲା ଦସରୁ । ସେ କକଈଘ ସଂଗଠନର ଡିଭିଜିନାଲ କମାଣ୍ଡର ଥିଲା । ତା’ର ଘର ଛତିଶଗଡ଼ରେ । ତା ନାଁରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୨୦ରୁ ଅଧିକ ମାମଲା ଥିଲା । ସେ ଅନେକ ହତ୍ୟା, ହିଂସାକାଣ୍ଡ ଓ ଜଳାପୋଡ଼ାରେ ସଂପୃକ୍ତ ଥିବା ପୋଲିସ କହିଥିଲା । ପରେ କମ୍ବିଂ ଅପରେସନ୍ ବେଳେ ମାଓବାଦୀ ଓ ପୋଲିସ୍ ଗୁଳି ବିନିମୟରେ ଜଣେ...